ମହାରାଷ୍ଟ୍ରର ମଟୁଗାଁ ରେଲଓ୍ବେ ଷ୍ଟେସନ ନିକଟରେ ଦୁଇ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ।

85
ADVERTISEMENT

ମହାରାଷ୍ଟ୍ର,୧୬/୪(ଡି.ଏଚ ବ୍ୟୁରୋ):-ମହାରାଷ୍ଟ୍ରର ମଟୁଗାଁ ରେଲଓ୍ବେ ଷ୍ଟେସନ ନିକଟରେ ଦୁଇ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା ହୋଇଛି । ଗଡଗ ଏକ୍ସପ୍ରେସ୍ ଏବଂ ପୁଡୁଚେରୀ ଏକ୍ସପ୍ରେସ୍ ଏହି ଦୁଇ ଟ୍ରେନ୍ ମଧ୍ୟରେ ଟ୍ରାକ୍ ବଦଳାଇବା ବେଳେ ଉଭୟ ଟ୍ରେନ୍ର ବଗି ସାମ୍ନାସାମ୍ନି ଧକ୍କା ହୋଇ ଟ୍ରେନ୍ ବଗିଗୁଡିକ ରେଳ ଧାରଣାରୁ ଖସିଯାଇଥିଲା । ଏଥିପାଇଁ କାହାର କୌଣସି କ୍ଷତି ଘଟିନ ଥିବାବେଳେ ଲୋକାଲ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

Advertisement