କଣ୍ଟାବାଞ୍ଜି,୧୫/୪(ଡି.ଏଚ ବ୍ୟୁରୋ):-ବଲାଙ୍ଗୀରି ଜିଲ୍ଲା କଣ୍ଟାବାଞ୍ଜି ସହରରେ ଓଡିଶା ସରକାରଙ୍କ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ସଚେତନ ରଥର ଶୁଭାରମ୍ଭ ହୋଇଛି । ଏବଂ ଏହି ସଚେତନ ରଥକୁ କଣ୍ଟାବାଞ୍ଜି ଏନଏସି ନଗରପାଳ ବରିୟାମ ସିଂ ସାଲୁଜା ଶୁଭାରମ୍ଭ କରିଥିବାବେଳେ ଏହି ରଥ କଣ୍ଟାବାଞ୍ଜି ଏନଏସିର ବିଭିନ୍ନ ୱାର୍ଡ ପରିକ୍ରମା କରି ଲୋକଙ୍କ ଶିକ୍ଷା ଉପରେ ସଚେତନ କରିବ ।