ଝାଡ଼ଖଣ୍ଡର ଦେଓଘର ରୋପ୍ ୱେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି ।

85
ADVERTISEMENT

ଝାଡ଼ଖଣ୍ଡ,୧୨/୪(ଡି.ଏଚ୍ ବ୍ୟୁରୋ):- ଝାଡ଼ଖଣ୍ଡର ଦେଓଘର ରୋପ୍ ୱେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩ କୁ ବୃଦ୍ଧି । ପୂର୍ବରୁ ରୋପ୍ ୱେ ଦୁର୍ଘଟଣା ସ୍ଥଳରେ ୨ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ବ୍ୟକ୍ତିଙ୍କର ରେସ୍କ୍ୟୁ ଅପରେସନ ବେଳେ ପ୍ରାଣହାନି ଘଟିଛି। ବର୍ତମାନ ସୁଦ୍ଧା ସେଠାରେ ଉଦ୍ଧାରକାର୍ଯ୍ୟ ଜରିଥିବାବେଳେ ଆହୁରି ୧୫ ଜଣ ପର୍ଯ୍ୟଟକ ଫସି ରହିଥିବା ସୂଚନା ।

Advertisement