ତାମିଲନାଡୁକୁ ଦାଦନ ଶ୍ରମିକ ଚାଲାଣ ବେଳେ ନବରଙ୍ଗପୁର ପୋଲିସ, ଚାଇଲ୍ଡ ଲାଇନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର ।

91
ADVERTISEMENT

ନବରଙ୍ଗପୁର,୧୨/୪(ଡି.ଏଚ୍ ବ୍ୟୁରୋ):-ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ବିଭିନ୍ନ ସ୍ଥାନରୁ କିଛି ଶ୍ରମିକଙ୍କୁ ଏକ ଘରୋଇ ବସରେ ତାମିଲନାଡୁକୁ ଚାଲାଣ ବେଳେ ନବରଙ୍ଗପୁର ପୋଲିସ, ଚାଇଲ୍ଡ ଲାଇନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ୧୬ ଜଣ ଦାଦନ ଶ୍ରମିକ ଉଦ୍ଧାର । ସେମାନେ ତାମିଲନାଡୁର ଏକ ସୂତା କଳରେ କାମ କରିବାକୁ ଯାଉଥିଲେ ବୋଲି ସୂଚନା ।

Advertisement