ଭୁବନେଶ୍ୱର ରାଜଧାନୀରେ ବିଭତ୍ସ ହତ୍ୟା ।

89
ADVERTISEMENT

ଭୁବନେଶ୍ୱର,୧୧/୪(ଡି.ଏଚ ବ୍ୟୁରୋ):-ଭୁବନେଶ୍ୱର ରାଜଧାନୀରେ ବିଭତ୍ସ ହତ୍ୟା । ସ୍ଥାନୀୟ ଲୋୟର ପିଏମ୍‌ଜି ଛକ ନିକଟରେ କ୍ଷତବିକ୍ଷତ ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଠାବ ହୋଇଥିବା ବେଳେ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଏବଂ ଘଟଣାସ୍ଥଳରେ ପୋଲିସର ଛାନ୍ଭିନ୍ ଜାରିଥିବାବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସେହିଭଳି ସୋନପୁର ଜିଲ୍ଲା ବିନିକା ସହରର ପାତିକାର ପଡାରେ ପୁର୍ବ ଶତ୍ରୁତାକୁ ନେଇ ଛୁରାମାଡ଼। ଏଥିରେ ତିନି ଜଣ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି ।

Advertisement