ମୟୁରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ ବାଘ ଛାଲ ଜବତ ।

75
ADVERTISEMENT

ମୟୁରଭଞ୍ଜ,୭/୪(ଡି.ଏଚ୍ ବ୍ୟୁରେ।):-ମୟୁରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ ବାଘ ଛାଲ ଡ଼ିଲ ବେଳେ WCCB ଓ ବନବିଭାଗ ପକ୍ଷରୁ ବାଘ ଛାଲ ଓ ଏକ ଅଲଟୋ କାର ଜବତ । ଏହାସହ ୭ ଜଣ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ ଜଣ ଯଶୀପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୫ ଜଣ କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ।

Advertisement