ଆସନ୍ତା ଏପ୍ରିଲ ୫ରେ ହେବ ସାନି ନିର୍ବାଚନ।

95
ADVERTISEMENT

ଭଦ୍ରକ,୩୧/୩(ଡି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଳାଙ୍ଗ ପଂଚାୟତର ଜାହାଙ୍ଗିର ଅଞ୍ଚଳରେ ଆସନ୍ତା ଏପ୍ରିଲ ୫ରେ ହେବ ସାନି ନିର୍ବାଚନ। ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ଭୋଟ୍ । ଏବଂ ପରବର୍ତ୍ତୀ ୬ ତାରିଖ ଦିନ ହେବ ଭୋଟ୍ ଗଣତି ।

Advertisement