ମୟୁରଭଞ୍ଜ,୩୦/୩(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଲାବଣ୍ୟଦେଇପୁର ପଞ୍ଚାୟତର ଜିଆରଏସ୍ ନିକୁଞ୍ଜ ବିହାରୀ ବିଶ୍ୱାଳ । ଜବକାର୍ଡ କରିବା ପାଇଁ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜିଆରଏସ । ଏବଂ ତାଙ୍କ ନିକଟରୁ ନଗଦ ୪, ୫୦୦ ଟଙ୍କା ସହ ଏକ କାର ମଧ୍ୟ ଭିଜିଲାନ୍ସ ଜବତ କରିଛି ।