ଆଞ୍ଚଳିକବାଲେଶ୍ଵର ବାଲେଶ୍ୱର ଜଳେଶ୍ୱରୁ ଅଂଚଳରୁ ୩୦୦ ଗ୍ରାମଓଜନର ବ୍ରାଉନ୍ସୁଗାର ଜବତ । By Dunia Halchal - March 29, 2022 83 Share FacebookTwitterPinterestWhatsApp ADVERTISEMENT ବାଲେଶ୍ୱର,୨୯/୩(ଡି.ଏଚ ବ୍ୟୁରୋ):-ରାଜ୍ୟରେ ବଢ଼ିବାରେ ଲାଗିଛି ବ୍ରାଉନ୍ସୁଗାର କାରବାର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରୁ ଅଂଚଳରୁ ୩୦୦ ଗ୍ରାମଓଜନର ବ୍ରାଉନ୍ସୁଗାର ଜବତ ସହ ଜଣଙ୍କୁ ଅଟକ ରଖିଛି ସ୍ଥାନୀୟ ପୋଲିସ ।ଏବଂ ଜବତ ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା । Advertisement