କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଏକ କ୍ବିଣ୍ଟାଲ ରୁ ଅଧିକା ଗଞ୍ଜେଇ ଜବତ ।

83
ADVERTISEMENT

ପାଡୁଆ,୨୮/୩(ଡି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ବେଳେ ପାଡୁଆ ପୋଲିସ ପକ୍ଷରୁ ୬ଟି ବସ୍ତାରେ ଥିବା ଏକ କ୍ବିଣ୍ଟାଲ ରୁ ଅଧିକା ଗଞ୍ଜେଇ ଜବତ । ଏବଂ ଘଟଣା ସ୍ଥଳରୁ ଗଞ୍ଜେଇ ଛାଡ଼ି ମାଫିଆ ଫେରାର ଥିବାବେଳେ ଉକ୍ତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ।

Advertisement