ଆଜିଠୁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ହଟିଲା କଟକଣା ।

112
ADVERTISEMENT

ନୂଆଦିଲ୍ଲୀ,୨୭/୩(ଡି.ଏଚ ବ୍ୟୁରୋ):-ଆଜିଠୁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ହଟିଲା କଟକଣା । ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା କମିବା ପରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବିମାନ ସେବା। କିନ୍ତୁ ଯାତ୍ରା ସମୟରେ କୋଭିଡ୍ ନିୟମ ପାଳନ କରିବାକୁ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି ।

Advertisement