ମୁଖ୍ୟ ଖବରରାଜ୍ୟ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ମିଳିଲା ଜେଲ୍ ଦଣ୍ଡ। By Dunia Halchal - March 27, 2022 89 Share FacebookTwitterPinterestWhatsApp ADVERTISEMENT ମଧ୍ୟପ୍ରଦେଶ,୨୭/୩(ଡି.ଏଚ ବ୍ୟୁରୋ):-ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ମିଳିଲା ଜେଲ୍ ଦଣ୍ଡ। ୨୦୧୧ ମସିହାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା(BJYM) ସହିତ ମାର୍ପିଟ ଘଟଣାରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଇନ୍ଦୋରର ସ୍ୱତନ୍ତ୍ର କୋର୍ଟ। Advertisement