ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ଭାକରାପେଟ ଠାରେ ଘାଇ ଭିତରୁ ଖସିଲା ବସ୍। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୫ ଜଣ ଆହତ ହୋଇ ନିକଟସ୍ଥ ହସପିଟାଲରେ ଭର୍ତି ।

80
ADVERTISEMENT

ହାଇଦ୍ରାବାଦ,୨୭/୩(ଡି.ଏଚ ବ୍ୟୁରୋ):-ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ଭାକରାପେଟ ଠାରେ ଘାଇ ଭିତରୁ ଖସିଲା ବସ୍। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୫ ଜଣ ଆହତ ହୋଇ ନିକଟସ୍ଥ ହସପିଟାଲରେ ଭର୍ତି । ଘରୋଇ ବସ୍ଟି ବିବାହ ଉତ୍ସବରେ ଯୋଗ ଦେଇ ୫୨ ଜଣଙ୍କୁ ନେଇ ଫେରୁଥିବାବେଳେ ଭାରସ୍ୟାମ ହରାଇ ୫୦ ଫିଟ ତଳକୁ ଖସିପଡ଼ିଥିଲା । ଏବଂ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା।

Advertisement