କୁଚିଣ୍ଡା,୨୫/୩(ଡି.ଏଚ ବ୍ୟୁରୋ):-କୁଚିଣ୍ଡା ଜମନକିରା ଥାନା କସଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ଆଠ ବର୍ଷର ଶିଶୁ କନ୍ୟାକୁ ଟାଙ୍ଗିଆରେ ହତ୍ୟା କରି ଏକ ନଳକୂପ ନିକଟରେ ଫିଙ୍ଗିଲା ସେହି ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ବଗାର l ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିବେ ବେଳେ ହତ୍ୟାର ଶିକାର ହୋଇଥିଲା । ଏବଂ ଘଟଣା ସ୍ଥଳରେ ଜମନକିରା ପୋଲିସ ଅଭିଯୁକ୍ତ କୁ କାବୁ କରି ତଦନ୍ତ ଚଳାଇଥିବା ସୂଚନାl