ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ଓ୍ୱାର୍ଡରେ ନିର୍ବାଚନ ପାଇଁ ଟଙ୍କା ବାଣ୍ଟିବା ଅଭିଯୋଗରେ ଭଦ୍ରକ ଟାଉନ ଥାନା ପୋଲିସ ପକ୍ଷରୁ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅଟକ ।

71
ADVERTISEMENT

ଭଦ୍ରକ,୨୪/୩(ଡି.ଏଚ ବ୍ୟୁରୋ):-ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ଓ୍ୱାର୍ଡରେ ନିର୍ବାଚନ ପାଇଁ ଟଙ୍କା ବାଣ୍ଟିବା ଅଭିଯୋଗରେ ଭଦ୍ରକ ଟାଉନ ଥାନା ପୋଲିସ ପକ୍ଷରୁ ସ୍ୱାଧୀନ ପ୍ରାର୍ଥୀଙ୍କ ସ୍ୱାମୀଙ୍କୁ ଅଟକ । ଏବଂ ଯାଞ୍ଚ ବେଳେ ତାଙ୍କ ନିକଟରୁ ୨୫୬୦୦୦ ଟଙ୍କା ଜବତ ହୋଇଥିବାବେଳେ ଏହି ଟଙ୍କା ଭୋଟ ପାଇଁ ବଣ୍ଟାଯାଉଥିବା ସୂଚନା ମିଳିଛି । ସେହିଭଳି ପୌର ଭୋଟ ପୂର୍ବରୁ ବଲାଙ୍ଗୀର ସହରର ୧୩ ନମ୍ବର ଓ୍ବାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ।

Advertisement