କବାଡ଼ି ଗୋଦାମରେ ଲାଗିଲା ନିଆଁ , ଫଳରେ ୧୧ ଜଣ ଶ୍ରମିକ ଘଟଣାସ୍ଥଳରେ ଜୀବନ୍ତ ଜଳିଯାଇ ମୃତ୍ୟୁ।

114
ADVERTISEMENT

ହାଇଦ୍ରାବାଦ,୨୩/୩(ଡି.ଏଚ ବ୍ୟୁରୋ):-ହାଇଦ୍ରାବାଦର ଭୋଇଗୁଡାଠାରେ ଥିବା କବାଡ଼ି ଗୋଦାମରେ ଲାଗିଲା ନିଆଁ । ଫଳରେ ୧୧ ଜଣ ଶ୍ରମିକ ଘଟଣାସ୍ଥଳରେ ଜୀବନ୍ତ ଜଳିଯାଇ ମୃତ୍ୟୁବରଣ କରିଥିବା ବେଳେ ସମସ୍ତ ମୃତ ଶ୍ରମିକ ବିହାରର ବାସିନ୍ଦା ବୋଲି ସୂଚନା ।

Advertisement