ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଦିଆଯାଇଛି ଓ୍ୱାଇ୍ କ୍ୟାଟାଗୋରୀ ସୁରକ୍ଷା।

98
ADVERTISEMENT

ନୂଆଦିଲ୍ଲୀ,୧୮/୩(ଡି.ଏଚ୍ ବ୍ୟୁରୋ):-ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଦିଆଯାଇଛି ଓ୍ୱାଇ୍ କ୍ୟାଟାଗୋରୀ ସୁରକ୍ଷା । ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ୍ ପରସେପସନ୍ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରାଳୟ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରିଥିବା ସୂଚନା ।

Advertisement