ଆଞ୍ଚଳିକବାଲେଶ୍ଵର ଭୋଟ ନଦେବାରୁ ସମିତି ସଭ୍ୟଙ୍କ ଶଶୁରଙ୍କୁ ଘୋଷାଡି ନେଇ ହତ୍ୟାକଲେ ଦୃବୁତ୍ତ । By Dunia Halchal - March 17, 2022 100 Share FacebookTwitterPinterestWhatsApp ADVERTISEMENT ବାଲେଶ୍ବର,୧୭/୩(ଡି.ଏଚ ବ୍ୟୁରୋ):-ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ଅଂଚଳରେ ରାଜନୈତିକ ହିଂସା । ଭୋଟ ନଦେବାରୁ ସମିତି ସଭ୍ୟଙ୍କ ଶଶୁରଙ୍କୁ ଘୋଷାଡି ନେଇ ହତ୍ୟାକଲେ ଦୃବୁତ୍ତ । ଏ ନେଇ ସିମୁଳିଆ ଥାନାରେ ଅଭିଯୋଗ ହେବା ପରେ ସିମୁଳିଆ ପୋଲିସ୍ ଶବ ଜବତ କରି ତଦନ୍ତ ଜାରି କରିଥିବା ସୂଚନା । Advertisement