ନୂଆଦିଲ୍ଲୀ,୧୭/୩(ଡି.ଏଚ ବ୍ୟୁରୋ):-ଜାପାନର ରାଜଧାନୀ ଟୋକିଓରେ ଭୟାବହ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଫଳରେ ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୧ ଥିବାବେଳେ ଜାପାନରେ ସୁନାମୀ ହେବାର ଆଶଙ୍କା ରହିଛି ବୋଲି ଚେତାବନୀ ଜାରି କରାଯାଇଛି ।ସେହିଭଳି ଇରାନରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬ ବୋଲି ଜଣାପଡିଛି ।