ୟୁକ୍ରେନର ଏକ ଥିଏଟରରେ ଋଷ ସେନାଙ୍କ ମିସାଇଲ ମାଡରେ ଶତାଧିକ ୟୁକ୍ରେନ ନାଗିରକ ପ୍ରାଣ ହରଇଥିବା ସନ୍ଦେହ ।

83
ADVERTISEMENT

ନୂଆଦିଲ୍ଲୀ,୧୭/୩(ଡି.ଏଚ ବ୍ୟୁରୋ):-ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ମାରିୟୁପୁଲ ସହରରେ ଥିବା ଏକ ଥିଏଟରରେ ଋଷ ସେନାଙ୍କ ମିସାଇଲ ମାଡ। ଫଳରେ ଶତାଧିକ ୟୁକ୍ରେନ ନାଗିରକ ପ୍ରାଣ ହରଇଥିବା ସନ୍ଦେହ କରାଯାଉଥିବାବେଳେ ଏଥିରେ କେତେ ସଂଖ୍ୟକ ନାଗରିକ ମୃତାହତ ହୋଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ ।

Advertisement