ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ସୋର ଆରଡବ୍ଲୁ ସରକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆ ।

84
ADVERTISEMENT

ବାଲେଶ୍ୱର,୧୭/୩(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ସୋର ଆରଡବ୍ଲୁ ସରକାରୀ ଯନ୍ତ୍ରୀ ପ୍ରମୋଦ ବେଉରିଆ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ, ବାସୁଦେବପୁର, ଓ ସୋର ଅଂଚଳରେ ଥିବା ଅଫିସ, ବାସଭବନ, ଶ୍ୱଶୁରଙ୍କ ଘର , ଏବଂ ମାର୍କେଟ କମ୍ଲେକ୍ସ ରେ ଭିଜିଲାନ୍ସ ଟିମ ର ଚଢାଉ ଜାରି । ତେବେ ବର୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

Advertisement