ମୁଖ୍ୟ ଖବରରାଜ୍ୟ ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି । By Dunia Halchal - February 16, 2022 67 Share FacebookTwitterPinterestWhatsApp ADVERTISEMENT ମୁମ୍ବାଇ,୧୬/୦୨(ଡି.ଏଚ ବ୍ୟୁରୋ):-ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରି । ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ୬୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ତେବେ ଏଭଳି ଜଣେ ବିଶିଷ୍ଟ ସଙ୍ଗୀତକାରଙ୍କ ମୃତ୍ୟୁକୁ ନେଇ ସମଗ୍ର ଦେଶରେ ଖେଳିଯାଇଛି ଶୋକର ଛାୟା । Advertisement