ଧସିଲା ଆପାର୍ଟମେଣ୍ଟ ଛାତ ।

69
ADVERTISEMENT

ନୂଆଦିଲ୍ଲୀ,୧୧/୦୨(ଡି.ଏଚ୍ ବ୍ୟୁରୋ):-ଧସିଲା ଆପାର୍ଟମେଣ୍ଟ ଛାତ । ଦିଲ୍ଲୀ ଗୁରୁଗ୍ରାମର ଏକ ଆପାର୍ଟମେଣ୍ଟର ୬ ମହଲା ଛାତ ଧସି ଘଟଣାସ୍ଥଳରେ ଦୁଇ ଜଣକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ବ୍ୟକ୍ତି କଙ୍କ୍ରିଟ୍ ଅତଡ଼ା ତଳେ ଦବି ହୋଇ ରହିଥିବା ଅନୁମାନ । ସେପଟେ ଏନଡିଆରଫ ଟିମ ଓ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଲାଗିରହିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ ଜାରି ।

Advertisement