ଆଞ୍ଚଳିକକନ୍ଧମାଳ ପୁଣି ମାଓବାଦୀଙ୍କ ଉନ୍ନତ କାଣ୍ଡ । By Dunia Halchal - February 8, 2022 82 Share FacebookTwitterPinterestWhatsApp ADVERTISEMENT କନ୍ଧମାଳ,୮/୦୨(ଡି.ଏଚ ବ୍ୟୁରୋ):-ପୁଣି ମାଓବାଦୀଙ୍କ ଉନ୍ନତ କାଣ୍ଡ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗ୍ରାମରେ ରାସ୍ତା କାମରେ ନିୟୋଜିତ ଥିବା ଜେସିବି ଓ ଟ୍ରାକ୍ଟରକୁ ପୋଡିଦେଲେ ମାଓବାଦୀ । ଫଳରେ ମାଓବାଦୀଙ୍କ ଏଭଳି କାଣ୍ଡ ଯୋଗୁଁ ଲୋକେ ଭୟଭୀତ ହୋଇପଡିଥିବା ସୂଚନା । Advertisement