ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଚରରେ ହିମସ୍ଖଳନ ଯୋଗୁଁ ୭ ଭାରତୀୟ ଯବାନ ନିଖୋଜ ।

89
ADVERTISEMENT

ନୂଆଦିଲ୍ଲୀ,୮/୦୨(ଡି.ଏଚ ବ୍ୟୁରୋ):-ଅରୁଣାଚଳ ପ୍ରଦେଶର କାମେଙ୍ଗ ସେକ୍ଚରରେ ହିମସ୍ଖଳନ ଯୋଗୁଁ ୭ ଭାରତୀୟ ଯବାନ ନିଖୋଜ । ବର୍ତ୍ତମାନ ସୁଦ୍ଧା ଯବାନଙ୍କ କୌଣସି ପତ୍ତା ମିଳିପାରି ନଥିବାବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ସେନା ଅପରେସନ୍ ଜାରି ।

Advertisement