ବିଜେଡ଼ିରେ ମିଶିଲେ ସୁନ୍ଦରଗଡ ସଦର ନିର୍ବାଚନ ମଣ୍ଡଳୀ ଟାଙ୍ଗରପାଲି ବ୍ଲକ ମେଘଡେଗା ପଞ୍ଚାୟତର ବହୁ ବିଜେପି ଓ କଂଗ୍ରେସ କର୍ମୀ ।

83
ADVERTISEMENT

ସୁନ୍ଦରଗଡ,୮/୦୨(ଡି.ଏଚ ବ୍ୟୁରୋ):-ବିଜେଡ଼ି ରେ ମିଶିଲେ ସୁନ୍ଦରଗଡ ସଦର ନିର୍ବାଚନ ମଣ୍ଡଳୀ ଟାଙ୍ଗରପାଲି ବ୍ଲକ ମେଘଡେଗା ପଞ୍ଚାୟତର ବହୁ ବିଜେପି ଓ କଂଗ୍ରେସ କର୍ମୀ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ଉନ୍ନତିମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେପି ଓ କଂଗ୍ରସ ଦଳ ଛାଡି ବିଜେଡିରେ ମିଶିଥିବା ନେଇ କର୍ମୀମାନେ ପ୍ରକାଶ କରିଛନ୍ତି ।

Advertisement