ନୂଆପଡା,୨/୦୨(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ନୂଆପଡା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ପକ୍ଷରୁ ମଧୁପାଟଣା ବାସଭବନ ସମେତ ନୂଆପଡା ସ୍ଥିତ ଅଫିସ, ଓ ଭଡା ଘର, କଟକ ଚାଉଳିଆଗଞ୍ଜ ସ୍ଥିତ ୩ ମହଲା ବିଶିଷ୍ଟ ଘର, ଏବଂ କଟକ ବାଲିସାହି ସ୍ଥିତ ନଟରାଜ ପ୍ୟାଲେସ ମଣ୍ଡପରେ , ଭିଜିଲାନ୍ସର ଚଢାଉ ଜାରି ।