ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୧୧୦ ଲିଟର ଦେଶୀ ରନ୍ଧା ମଦ ଜବତ ସହ ମଦ ବିକ୍ରି କରିବା ଅଭିଯୋଗରେ ୪ ଜଣ ଗିରଫ ।

74
ADVERTISEMENT

ଭଦ୍ରକ,୨୮/୧(ଡି.ଏଚ୍ ବ୍ୟୁରୋ):-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବଡବନସ୍ତା, ଝୁଟଣା ଓ ତୋଟାସାହି ଗ୍ରାମରେ ଅବକାରୀ ବିଭାଗର ଚଢାଉ ବେଳେ ୧୧୦ ଲିଟର ଦେଶୀ ରନ୍ଧା ମଦ ଜବତ ସହ ମଦ ବିକ୍ରି କରିବା ଅଭିଯୋଗରେ ୪ ଜଣ ଗିରଫ । ଏବଂ ଜବତ ମଦର ଆନୁମାନିକ ମୂଲ୍ୟ ୩୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ।

Advertisement