ମାଲକାନଗିରି,୨୪/୧ଡି.ଏଚ ବ୍ୟୁରୋ):-ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ମଣ୍ଡିରୁ ଧାନ ନ ଉଠିବା ପ୍ରତିବାଦରେ ରାସ୍ତା ଅବରୋଧ କଲେ ଚାଷୀ । ଗତ ଏକ ସପ୍ତାହ ହେବ ମଣ୍ଡିରୁ ଧାନ ଉଠୁନଥିବାବେଳେ ଶହ ଶହ କୁଇଣ୍ଟାଲ ଧାନ ମଣ୍ଡିରେ ପଡି ରହିଥିବା ଦେଖିବାକୁ ମିଳିଛି । ତେବେ ପ୍ରଶାସନ ଏଥିପ୍ରତି ଶୀଘ୍ର ପଦକ୍ଷେପ ନନେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ।