ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ୮୦୦ପେଟି ଦେଶୀ ମଦ ଜବତ ସହିତ ଜଣେ ଗିରଫ ।

73
ADVERTISEMENT

ଖୋର୍ଦ୍ଧା,୨୧/୧(ଡ଼ି.ଏଚ ବ୍ୟୁରୋ):-ଖୋର୍ଦ୍ଧା ନାଚୁଣୀ, ଛୋଟରାୟପୁର ଓ ବାଲୁଗାଁ ଅଞ୍ଚଳରୁ ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ୮୦୦ ପେଟି ଦେଶୀ ମଦ ଜବତ ସହିତ ଜଣେ ଗିରଫ । ଏବଂ ଅଭିଯୁକ୍ତ ନିକଟରୁ ଗୋଟିଏ ବାଇକ୍, ଗୋଟିଏ ୪୦୭ ଟ୍ରକ ଜବତ କରିଥିବା ବେଳେ ଉକ୍ତ ମଦର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ।

Advertisement