ବଲାଙ୍ଗୀର ପୋଲିସ ପକ୍ଷରୁ ୫ହଜାର ୨୮୦ କଫ୍ ସିରପ୍ ବୋତଲ ସହ ୩ ଜଣ ଗିରଫ ।

81
ADVERTISEMENT

ବଲାଙ୍ଗୀର,୨୧/୧(ଡ଼ି.ଏଚ ବ୍ୟୁରୋ):-ବଲାଙ୍ଗୀର ପୋଲିସ ପକ୍ଷରୁ ୫ହଜାର ୨୮୦ କଫ୍ ସିରପ୍ ବୋତଲ ଜବତ ସହ କଫ୍ ସିରପ୍ ଚାଲାଣ ଅଭିଯୋଗରେ ୩ ଜଣ ଗିରଫ । ଏଥିରେ କଫ୍ ସିରପ୍ ମାଫିଆ ମୁଖ୍ୟ ଅଭିଯୁକ୍ତ ଗୋଲୁ ଅଗ୍ରୱାଲ ରହିଥିବା ସୂଚନା । ଏବଂ ଏହା ରାଞ୍ଚିରୁ ବଲାଙ୍ଗୀର ଚାଲାଣ ବେଳେ ଜବତ ହୋଇଥିଲା ।

Advertisement