ଗଜପତି ଜିଲ୍ଲା ମୋହନା ଥାନା ମେରାପଲି ଗାଁରେ ବନ୍ଧୁକ ମୁନରେ ଲୁଟ୍ ।

75
ADVERTISEMENT

ଗଜପତି,୨୦/୧(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ମୋହନା ଥାନା ମେରାପଲି ଗାଁରେ ବନ୍ଧୁକ ମୁନରେ ଲୁଟ୍ । ବୁଧବାର ବିଳମ୍ବିତ ରାତିରେ ପୋଲିସ କହି ଘରେ ପଶି ଲୁଟ୍ କରିଥିଲେ ଦୁର୍ବୃତ୍ତ । ଏସମ୍ପର୍କରେ ଲୁଟର ଶିକାର ହୋଇଥିବା ସଞ୍ଜୟ ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସର ତଦନ୍ତ ଜାରି ।

Advertisement