ଆଞ୍ଚଳିକମୟୂରଭଞ୍ଜ ଅଟୋ ପାର୍ଟ୍ସ ଦୋକାନରୁ ଲୁଟ୍ । By Dunia Halchal - January 18, 2022 85 Share FacebookTwitterPinterestWhatsApp ADVERTISEMENT ମୟୂରଭଞ୍ଜ,୧୮/୧(ଡ଼ି.ଏଚ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ ଥିବା ଏକ ଅଟୋ ପାର୍ଟ୍ସ ଦୋକାନରୁ ଲୁଟ୍ । ଦୋକାନର ସେଲ୍ସମ୍ୟାନକୁ ବନ୍ଧୁକ ଦେଖାଇ ଟଙ୍କା ନେଇ ଚମ୍ପଟ ମାରିଲେ ୩ ଦୁର୍ବୁତ୍ତ ।ସମସ୍ତ ଘଟଣା ସିସିଟିଭିରେ କଏଦ ଥିବାବେଳେ ସ୍ଥାନୀୟ ପୋଲିସର ତଦନ୍ତ ଜାରି । Advertisement