ଗଞ୍ଜେଇ ଚୋରାଚାଲାଣ ବେଳେ ମାଛକୁଣ୍ଡ ପୋଲିସ ପକ୍ଷରୁ ୩ କୁଇଣ୍ଟାଲ ଓଜନର ଗଞ୍ଜେଇ ଜବତସହ ଦୁଇ ଗଞ୍ଜେଇ ମାଫିଆ ଗିରଫ ।

108
ADVERTISEMENT

କୋରାପୁଟ,୧୮/୧(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜିଲ୍ଲା ଜଲାପୁଟରୁ ଛତିଶଗଡକୁ ଏକ ନମ୍ବର ବିହୀନ ପିକଅପ୍ ଭ୍ୟାନରେ ଗଞ୍ଜେଇ ଚୋରାଚାଲାଣ ବେଳେ ମାଛକୁଣ୍ଡ ପୋଲିସ ପକ୍ଷରୁ ୩ କୁଇଣ୍ଟାଲ ଓଜନର ଗଞ୍ଜେଇ ଜବତସହ ଦୁଇ ଗଞ୍ଜେଇ ମାଫିଆ ଗିରଫ । ଏବଂ ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ ।

Advertisement