ଆଞ୍ଚଳିକକୋରାପୁଟ କୋରାପୁଟ ଜଲାପୁଟ ଅଂଚଳରୁ ଆନ୍ଧ୍ରକୁ ଗଂଜେଇ ଚୋରା ଚାଲାଣ ବେଳେ ପାଡୁଆ ପୋଲିସ୍ ପକ୍ଷରୁ ୯କୁଇଣ୍ଟାଲ ଓଜନର ଗଂଜେଇ ଜବତ । By Dunia Halchal - January 15, 2022 86 Share FacebookTwitterPinterestWhatsApp ADVERTISEMENT କୋରାପୁଟ,୧୫/୧(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଜଲାପୁଟ ଅଂଚଳରୁ ଆନ୍ଧ୍ରକୁ ଗଂଜେଇ ଚୋରା ଚାଲାଣ ବେଳେ ପାଡୁଆ ପୋଲିସ୍ ପକ୍ଷରୁ ୯କୁଇଣ୍ଟାଲ ଓଜନର ଗଂଜେଇ ଜବତ । ଏବଂ ଘଟଣାସ୍ଥଳରୁ ମାଫିଆମାନେ ଫେରାର ଥିବାବେଳେ ଉକ୍ତ ଗଂଜେଇର ଆନୁମାନିକ ମୂଲ୍ୟ ୯୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା । Advertisement