ମୋହନା,୧୨/୧(ଡ଼ି.ଏଚ ବ୍ୟୁରୋ):-ମୋହନା ବନାଞ୍ଚଳ ଅନ୍ତର୍ଗତ ଲେମ୍ବା ପଙ୍କl ଗାଁ ନିକଟରେ କାଠ ଚୋରା ଚାଲାଣ ବେଳେ ବନ ବିଭାଗ ପକ୍ଷରୁ ଟ୍ରାକ୍ଟର ସହ ବିପୁଳ ପରିମାଣର କାଠ ଜବତ । ଏହାସହ ୨ ଜଣଙ୍କୁ ଅଟକ । ୨ ଜଣ ହେଲେ ବଡ଼ମଳେଇ ଗାଁର ବାବୁଲା ଦଳାଇ ଓ ରାଜନପଲି ଗାଁର ପ୍ରମୋଦ ମଲିକ । ଏବଂ ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ।