ଆଜିଠୁ ଜାନୁଆରୀ ୩୧ ଯାଏ ପୁରୀ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ।

91
ADVERTISEMENT

ପୁରୀ,୦୯/୧(ଡ଼ି.ଏଚ ବ୍ୟୁରୋ):-କରୋନା କଟକଣାକୁ ଦୃଷ୍ଟିରେ ରଖି ଆଜିଠୁ ଜାନୁଆରୀ ୩୧ ଯାଏ ପୁରୀ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । ଫଳରେ ଗତକାଲି ଶ୍ରୀଜିଉଙ୍କ ଶେଷ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଜମିଥିଲା । ଏବଂ ଭକ୍ତଙ୍କ ପାଇଁ ଥିଲା ଶେଷ ଦର୍ଶନ।

Advertisement