ଆଞ୍ଚଳିକକୋରାପୁଟ ବିପୁଳ ପରିମାଣର ଗଞ୍ଜେଇ ଜବତ । By Dunia Halchal - January 8, 2022 97 Share FacebookTwitterPinterestWhatsApp ADVERTISEMENT କୋରାପୁଟ,୦୮/୧(ଡ଼ି.ଏଚ ବ୍ୟୁରୋ):-ବିପୁଳ ପରିମାଣର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୬କ୍ୱିଣ୍ଟାଲ ୬୫ କେଜି ଓଜନର ଗଞ୍ଜେଇ ଜବତ ସହ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଜଣେ ବେପାରୀ ଗିରଫ । ଏବଂ ଉକ୍ତ ଗଞ୍ଜେଇର ଆନୁମାନିତ ମୂଲ୍ୟ ପ୍ରାୟ ୬୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା । Advertisement