କୋରାପୁଟ ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ୟାଙ୍କର ।

87
ADVERTISEMENT

କୋରାପୁଟ,୦୭/୧(ଡ଼ି.ଏଚ ବ୍ୟୁରୋ):-କୋରାପୁଟ ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ୟାଙ୍କର । ଫଳରେ ଉଭୟ ଡ୍ରାଇଭର ,ହେଲପର ଗୁରୁତର ହୋଇ ଜୟପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି । ଟ୍ୟାଙ୍କରଟି ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯିବାବେଳେ ଏଭଳି ଦୁର୍ଘଟଣାଗ୍ରସ୍ତର ଶିକାର ହୋଇଥିଲା ।

Advertisement