ଭଦ୍ରକ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କଲେ ବିଜେପି କର୍ମୀ ।

61
ADVERTISEMENT

ଭଦ୍ରକ,o୬/୧(ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲାରେ ବିଜେପି କର୍ମୀଙ୍କ ତୁମୁଳକାଣ୍ଡ । ପଞ୍ଚାୟତ ନିର୍ବାଚନ ସଂରକ୍ଷଣରେ ଚଞ୍ଚକତା ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କଲେ ବିଜେପି କର୍ମୀ । ଏବଂ ଜିଲ୍ଲାପାଳଙ୍କ ଗାଡିକୁ ବାଡିରେ ପିଟିବା ସହ ବିଭିନ୍ନ ସରକାରୀ ପୋଷ୍ଟର ଭାଙ୍ଗିଲେ ଉତ୍ତ୍ୟକ୍ତ କର୍ମୀ । ଘଟଣାସ୍ଥଳରେ ଭଦ୍ରକ ଏସପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ପରଖୁଛନ୍ତି ।

Advertisement