ଆଞ୍ଚଳିକଖୋର୍ଦ୍ଧା ବେଆଇନ ଭାବେ ଗୋରୁ ଚାଲଣ ବେଳେ ଗୋରୁ ବୋଝେଇ ଗାଡି ଅଟକ । By Dunia Halchal - January 5, 2022 89 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୦୫/୧(ଡ଼ି.ଏଚ ବ୍ୟୁରୋ):-ବେଆଇନ ଭାବେ ଗୋରୁ ଚାଲଣ ବେଳେ ଗୋରୁ ବୋଝେଇ ଗାଡି ଅଟକ । ଭୂବନେଶ୍ବର ସିଜୁଆ ଓଭର ବ୍ରିଚ୍ ପାଖରେ ବଜରଙ୍ଗ ଦଳ ପକ୍ଷରୁ ଗୋରୁ ବୋଝେଇ ଗାଡି ଜବତ ସହ ୧୦୦ରୁ ଅଧିକ ଗୋରୁ ଉଦ୍ଧାର । ଖୋର୍ଦ୍ଧାରୁ କଲିକତା ଗୋଚାଲଣ ହେଉଥିବା ସୂଚନା । Advertisement