ଆଞ୍ଚଳିକପୁରୀ ତିନିଦିନ ପରେ ଆଜି ଖୋଲିଲା ଶ୍ରୀମନ୍ଦିର। By Dunia Halchal - January 3, 2022 97 Share FacebookTwitterPinterestWhatsApp ADVERTISEMENT ପୁରୀ,୦୩/୧(ଡ଼ି.ଏଚ ବ୍ୟୁରୋ):-ତିନିଦିନ ପରେ ଆଜି ଖୋଲିଲା ଶ୍ରୀମନ୍ଦିର। ଫଳରେ କାଳିଆ ଠାକୁରଙ୍କ ଦର୍ଶନରୁ ବଞ୍ଚିତ ଥିବା ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବ୍ୟାକୁଳ । ସେପଟେ ଭିଡକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। Advertisement