ଆଞ୍ଚଳିକସମ୍ବଲପୁର ସମ୍ବଲପୁର ଜିଲ୍ଲାର ୩ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ଥିବାନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନା । By Dunia Halchal - January 3, 2022 71 Share FacebookTwitterPinterestWhatsApp ADVERTISEMENT ସମ୍ବଲପୁର,୦୩/୧(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ଚିନ୍ତା ବଢ଼ାଇଲା ଓମିକ୍ରନ । ପୁଣିଥରେ ସମ୍ବଲପୁର ଜିଲ୍ଲାର ୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ଥିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂଚନା । ଫଳରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି । Advertisement