କଟକ,୦୩/୧(ଡ଼ି.ଏଚ ବ୍ୟୁରୋ):-କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି ଗ୍ରାମରେ ମା’ ତାରିଣୀ ଘରୋଇ କନଷ୍ଟ୍ରକସନ କମ୍ପାନୀ ଉପରେ ଜଗତପୁର ପୋଲିସର ଚଢ଼ାଉ । ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ସିମେଣ୍ଟ ଜବତ ସହ ମାଲିକ ଅଟକ । ଜିଲ୍ଲା ବାହାରୁ ଅଖା ଓ ମୁଣ୍ଡା ସିମେଣ୍ଟ ସହ ଆନୁସଙ୍ଗୀକ ଜିନିଷ ଆଣି ଏଠାରେ ନକଲି ସିମେଣ୍ଟ ପ୍ରସ୍ତୁତି କରୁଥିବା ସୂଚନା ।