ଆଞ୍ଚଳିକବାଲେଶ୍ଵର ବାଲେଶ୍ୱର ଜିଲ୍ଲା ସୋରରେ ବସ ସହିତ ପୋଲିସ ଗାଡିର ମୁଁହାମୁହିଁ ଧକ୍କା । By Dunia Halchal - January 2, 2022 86 Share FacebookTwitterPinterestWhatsApp ADVERTISEMENT ବାଲେଶ୍ୱର,୦୨/୧(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ସୋରରେ ବସ ସହିତ ପୋଲିସ ଗାଡିର ମୁଁହାମୁହିଁ ଧକ୍କା । ଫଳରେ ୩ ଜଣ ପୋଲିସ କର୍ମଚାରୀ ଗୁରୁତର ଭାବେ ଆହତ ହୋଇ ସିମୁଳିଆ ମେଡ଼ିକାଲରେ ଭର୍ତ୍ତି । ପୋଲିସ ଗାଡିଟି ଭୁଲ ରାସ୍ତାରେ ଆସୁଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା । Advertisement