ଆଞ୍ଚଳିକଯାଜପୁର ଗଛରେ ଝୁଲୁଛି ଯୁବକ-ଯୁବତୀଙ୍କ ମୃତଦେହ। By Dunia Halchal - January 2, 2022 85 Share FacebookTwitterPinterestWhatsApp ADVERTISEMENT ଯାଜପୁର,୦୨/୧(ଡ଼ି.ଏଚ ବ୍ୟୁରୋ):-ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଣ୍ଟ ପଞ୍ଚାୟତ କୁଅଁର ସାହିରେ ଗଛରେ ଝୁଲୁଛି ଯୁବକ-ଯୁବତୀଙ୍କ ମୃତଦେହ। ଦୁହେଁ ପ୍ରେମ ପାଇଁ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସ୍ଥାନୀୟ ପୋଲିସର ତଦନ୍ତ ଜାରି । Advertisement