ବନ୍ଧୁକ ଓ,ଭୁଜାଲି ଦେଖାଇ ଲୁଟି ନେଲେ ୩୦ ହଜାର ଟଙ୍କା ସହ ସୁନା ରୁପା ଗହଣା ।

127
ADVERTISEMENT

ସାଲେପୁର,୩୧/୧୨(ଡ଼ି.ଏଚ ବ୍ୟୁରୋ):-କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ମଢଙ୍ଗା ଗ୍ରାମରେ ମାନସ ସେଠୀ ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି କିଛି ଦୃବୁତ୍ତ ବନ୍ଧୁକ ଓ, ଭୁଜାଲି ଦେଖାଇ ଲୁଟି ନେଲେ ୩୦ ହଜାର ଟଙ୍କା ସହ ସୁନା ରୁପା ଗହଣା । ଏନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ।

Advertisement