ଟାଙ୍ଗୀ,୩୧/୧୨(ଡ଼ି.ଏଚ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ଚଣ୍ଡେଶ୍ବର ଛକ ନିକଟରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ କଲେ ଦୃବୁତ୍ତ । ଗ୍ୟାସ୍ କଟର୍ ମେସିନ ସାହାଯ୍ୟରେ ଡକାୟତମାନେ ଏଟିଏମ୍ ମେସିନକୁ କାଟି ସମସ୍ତ ଟଙ୍କା ଲୁଟ୍ ନେଇଥିବା ସୂଚନା । ଏବଂ ଘଟଣାସ୍ଥଳରେ ଟାଙ୍ଗୀ ପୋଲିସର ତଦନ୍ତ ଜାରି ।