ପିଡ଼ିଏସ କିରୋସିନ ଓ ଚାଉଳ ଚୋରାରେ ବିକ୍ରି ବେଳେ କାବୁ କଲେ ଗ୍ରାମବାସୀ ।

79
ADVERTISEMENT

ଗଜପତି,୩୦/୧୨(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ମୋହନା ବ୍ଲକ ମlଣିକପୁର ପଞ୍ଚାୟତରେ ପିଡ଼ିଏସ କିରୋସିନ ଓ ଚାଉଳ ଚୋରାରେ ବିକ୍ରି ବେଳେ କାବୁ କଲେ ଗ୍ରାମବାସୀ । ଏବଂ ମୋହନା ଯୋଗାଣ ଅଧିକାରୀ ଓ ଉପ ଜିଲ୍ଲାପାଳଙ୍କୁ ଜଣାଇବା ସହ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Advertisement