ବାଇକ୍ ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

80
ADVERTISEMENT

ବାଲେଶ୍ବର,୩୦/୧୨(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ବାଇକ୍ ଡିକି ଭାଙ୍ଗି ଦେଢ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାଲିବିଲ ଗ୍ରାମର ପ୍ରାଣକୃଷ୍ଣ ପରିଡା ଓ ଜଗବନ୍ଧୁ ଜେନା ନୂଆ ବାଇକ୍ କିଣିବାକୁ ଆସି ବାଇକ୍ ସୋ’ରୁମ୍ ରେ ବାଇକ୍ ଦେଖୁଥିବା ବେଳେ ଏଭଳି ଲୁଟ୍ ର ଶିକାର ହୋଇଥିବା ସୂଚନା । ଏନେଇ ଥାନାରେ ମାମଲା ରୁଜୁ ପରେ ପୋଲିସର ତଦନ୍ତ ଜାରି ।

Advertisement